#ସ୍ୱାମୀର_ଫେରିବା_ବାଟକୁ_ଅନାଇ_ବସିଛି_ସ୍ତ୍ରୀ
୫ ବର୍ଷ ହେଲା ନିଖୋଜ ହେଇ ଯାଇଛନ୍ତି ଗଞ୍ଜାମ ଚାକୁଣ୍ଡା ଗାଁର ଅନିଲ ବିଷୋୟୀ । ସ୍ବାମୀକୁ ଖୋଜିବା ପାଇଁ ଅଭାଗିନି ସ୍ତ୍ରୀ ବାରମ୍ୱାର ପୋଲିସ ପାଖେ ଦ୍ବାରସ୍ଥ ହୋଇଥିଲେବି ମିଳୁନି ଅନିଲଙ୍କ ପତ୍ତା ।
#Ganjam #Soroda #missing #anilbisoyi #helpless #Police #Odisha #ArgusNews