#ସ୍ୱାମୀ_ମୁଣ୍ଡରେ_ବନ୍ଧୁକ_ଲଗାଇ_ସ୍ତ୍ରୀକୁ_ଦୁଷ୍କର୍ମ
#ପୁଅ_ହେଲା_ମା_ଦୁଷ୍କର୍ମର_ସାକ୍ଷୀ
ରାତି ସାଢେ ଗୋଟେ ପରେ ହଠାତ୍ ୨ ଜଣ ପଶିଆସିଲେ ଘର ଭିତରକୁ। ସ୍ବାମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଛୋଟ ପିଲାକୁ ଧରିଲେ। ସ୍ବାମୀ ଓ ପୁଅ ଆଗରେ ମହିଳାଙ୍କୁ କଲେ ଦୁଷ୍କର୍ମ। ଏଫଆଇଆର ପାଇଁ ଏ ଥାନାରୁ ସେ ଥାନାରୁ ଦୌଡିଲେ । ଜାଣିଶୁଣି ପୋଲିସ ବିଳମ୍ବ କଲା, ଦୁଇ ଅଭିଯୁକ୍ତ ଲାଲ ବାହାଦୁର ଓ ମୀନ ବାରିକକୁ ଖସାଇଦେଲା। ଦୁଇ ଅଭିଯୁକ୍ତଙ୍କର ବିଜିଡି ଲିଙ୍କ ଅଭିଯୋଗ । ଚାପ ପକାଇ ଖସାଇ ଦେବାରେ ସହଯୋଗ କଲେକି ସରକାରୀ ଓକିଲ ?
#Odisha #ArgusNews #misbehave #Koraput #Jeypore