#ହକିର_ଏନ୍ତୁଡିଶାଳରେ_ହକି_ଉପେକ୍ଷିତ
ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ଖେଳାଳିଙ୍କୁ ଉପେକ୍ଷା। ହକି ଭିତ୍ତିଭୂମି ସହ ଖେଳାଳିଙ୍କ ବିକାଶ ପାଇଁ ବ୍ୟୟ ହେଉଛି କୋଟି କୋଟି ଟଙ୍କା। ମାତ୍ର ଏନ୍ତୁଡିଶାଳରେ ଖେଳାଳି ଉପେକ୍ଷିତ। ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଲାଣି କୋଟି କୋଟି ଟଙ୍କାର ସାମଗ୍ରୀ ।
#ArgusNews #Odisha #Rourkela #hockey #sports CMO Odisha