ହଜାରେ ବର୍ଷର ସହର କଟକରେ ଆଜି ବି ବଞ୍ଚିରହିଛି ପୁରୁଣା ପରଂମ୍ପରା । ଖାସ କରି ଦଶହରା ସମୟରେ ଏହାର ଝଲକ ଦେଖିବାକୁ ମିଲିଥାଏ । ରୁପା ଚାନ୍ଦି ଓ ତାର କଷି କାମ ହେଉ ବା ମା ଦୁର୍ଗାଙ୍କ ମୃମୟୀ ମୃର୍ତ୍ତୀର ଗଠନ । ନାଁ ପରିବର୍ତ୍ତନ ହୋଇଛି ମା ଦୁର୍ଗାଙ୍କ ପୂଜାରିତିନିତୀ । ନା କମିଛି କଟକିଆଙ୍କ ଉତ୍ସାହ। ଶହ ଶହ ବର୍ଷ ଧରି ସେହି ଏକା ଶୈଳୀରେ ସ୍ଥାପିତ କରାଯାଇ ପୂଜା ପାଇ ଆସୁଛନ୍ତି ମା ଦୁର୍ଗା ।
#Odisha #ArgusNews #durgapuja #puja2021 #Dussehra #dussehraspecial #DussehraPuja #Cuttack #PujaMedha