ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ଓଭର ବ୍ରିଜ ତଳେ ଥିବା ଏକ କଣ୍ଟା ବୁଦାରୁ ଜୀବନ୍ତ ନବଜାତ ଶିଶୁକୁ କୁକୁର ଟାଣି ନେଉଥିବା ବେଳେ ଏହି ସ୍ଥାନରେ ମୁବାରୁକପୁର ଅଞ୍ଚଳ ର ଜଣେ ମହିଳା ଦେଖୀ ଉଦ୍ଧାର କରିଥିଲେ l
#Humanity #newbornbaby #Dog #Woman #Rescuebaby #Balasor #Soro #ArgusNews #Odisha