#ହଟହଟ୍ଟା_ହେଲେ_କୃଷିମନ୍ତ୍ରୀ_ଅରୁଣ_ସାହୁ !
ରାଜ୍ୟରେ ତାତିଲେ ଚାଷୀ...ଚାଷୀଙ୍କ ରୋଷର ଶିକାର ଖୋଦ୍ ରାଜ୍ୟ ସରକାର । ଆଉ ଏପରି ସ୍ଥିତିରେ ନିଜର ଆତ୍ମରକ୍ଷା ପାଇଁ କାଉଣ୍ଟର ଷ୍ଟ୍ରାଟେଜି ବିଜେଡି ଦଳ କରିଥିବା ବେଳେ ଦଳର ରଣନୀତିକୁ ପାଣିଚିଆ କରିଦେଇଛନ୍ତି ଖୋଦ୍ ସରକାରଙ୍କ କ୍ୟାବିନେଟ୍ ମିନିଷ୍ଟର ରଣେନ୍ଦ୍ର ପ୍ରତାପ ସ୍ୱାଇଁ
#ArgusNews #Odisha #ArgusNewsTV Dr. Arun Kumar Sahoo #Farmer #sambalpur