ବହୁଚର୍ଚ୍ଚିତ ପୁରୀ ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାରେ ପୋଲିସର ପାରିବାପଣିଆକୁ ନେଇ ଉଠିଛି ପ୍ରଶ୍ନ ।ହତ୍ୟାକାଣ୍ଡ ଘଟିଥିଲା କିନ୍ତୁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ । ହତ୍ୟା କରିବାର ମିଳିଲାନି ପ୍ରମାଣ । ୪୦ ଜଣ ସାକ୍ଷୀଙ୍କୁ ଜେରା । ଧରାପଡିଥିଲେ ୯ ଜଣ ଅଭିଯୁକ୍ତ। ଜବତ ହୋଇଥିଲା ପିସ୍ତଲ । ହେଲେ ଅଭିଯୁକ୍ତ ନିର୍ଦ୍ଦୋଷ।
#Puri #gunasinghari #MurderCase #Release #Accused #OdishaPolice #ArgusNews