#ହନି_ଦେଉଥିଲେ_ବିବାହ_ଅଫର
#ଟ୍ରାପ୍_କରି_ହାସଲ_କରୁଥିଲେ_ସିକ୍ରେଟ_ଇନଫରମେସନ୍
#ଫେସବୁକ_ଓ୍ବାଟସପ_ରେ_ନିୟମିତ_ଅଭିଯୁକ୍ତଙ୍କୁ_କରୁଥିଲେ_ଭିଡିଓ_କଲ
DRDO ତଥ୍ୟ ଲିକ୍ ଘଟଣାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ Iଜେରାବେଳେ ଅଭିଯୁକ୍ତଙ୍କଠୁ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ I ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିଛି, IP ଆଡ୍ରେସ ଜରିଆରେ ଏହି ରହସ୍ୟମୟୀ ଯୁବତୀଙ୍କୁ ଖୋଜିପାରିବ ତ କ୍ରାଇମବ୍ରାଞ୍ଚ I
#DRDO #DRDODataLeak #Chandipur #CrimeBranch #Odisha #ArgusNews