ଆରମ୍ଭ ହୋଇଛି ମୌସୁମୀ। ମୋସୁମୀ ଆରମ୍ଭ ହେବା ପରେ ଚାଷୀ ଖୁସିରେ ଆରମ୍ଭ କରିଛି ଚାଷ କାମ । ହଳ ଲଙ୍ଗଳ ଧରୁ ଧରୁ ଚଷା ପୁଅ ମୁହଁରୁ ଶୁଭିଲାଣି ହଳିଆ ଗୀତର ସୁର । ମହାମାରୀ କରୋନା ଭିତରେ ଚଷା ପୁଅ କ୍ଷତି ସହିଥିବା ବେଳେ ସଚେତନତା ହି ଏକମାତ୍ର ବାଟ ବୋଲି ଭଲ ଭାବରେ ବୁଝିପାରିଛି
#ArgusNews #Odisha #ArgusNewsTV #Boudh #coronaawareness #farmers