#ହସୁଛି_ମୃତ୍ତି_କାନ୍ଦୁଛି_କାରିଗର !
ପରମ୍ପରା ବଜାୟ ରହିବ, ପୂରିବ ପେଟ ପାଟଣା। ଏହା ଭାବି ପଥର ଶିଳ୍ପକୁ ଜୀବିକା କରିଥିଲା କାରିଗର। ମାତ୍ର ଏବେ କରୋନା ପାଇଁ ଓଜୁଡି ଯାଇଛି କୂଳବେଉସା। ଦୁର୍ଦ୍ଦିନ ଦେଇ ଗତି କରୁଛି ପଥର ଶିଳ୍ପୀ
#ArgusNews #Odisha #ArgusNewsTV #Mayurbhanja #Karanjia #stonestatue