ସବୁ ସୁଖ୍ ଛଡ଼େଇ ନେଲା ଅଜନା ରୁଗ । ଅଜନା ରୁଗ୍ ନେ ଆକ୍ରାନ୍ତ୍ ହେଇକିନା ମୃତ୍ୟୁ ସାଙ୍ଗେ ଲଢୁଛନ୍ ଗୌରଚରନ୍ ସାହୁଙ୍କର୍ ଦୁଇ ପୋ, ଝି । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ କୁମ୍ଭାରୀ ଗାଁ ବନ୍ଦପଡ଼ାର୍ ଇ ପରିବାର୍ ଏବେ ବହୁତ୍ ଅସୁବିଧା ଦେଇକିନା ଜୀବନ କାଟୁଛେ।
#ArgusNews #Odisha #Bargarh #UnknownDisease #PoorFamily