ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ହୋଇନାହିଁ ସଂରକ୍ଷଣ ବ୍ୟବସ୍ଥା।ଚଳିତ ପଞ୍ଚାୟତ ନିର୍ବାଚନରେ ଓବିସି ବା ପଛୁଆ ବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ରହିବ ନାହିଁ। ହାଇକୋର୍ଟଙ୍କ ଏ ନିଷ୍ପତ୍ତି ପରେ ସରକାରଙ୍କ ଓବିସିଙ୍କ ପ୍ରତି ଆନ୍ତରିକତା ନେଇ ବିରୋଧୀ ପ୍ରଶ୍ନ ଉଠାଥିବା ବେଳେ ବିଜେଡି ରଖିଛି ଜବାବ।
#odisha #ArgusNews #PanchayatElection #elections #HighCourtOrder #reservations