#ହାଇକୋର୍ଟର_ସମସ୍ତ_ମାମଲାର_ଶୁଣାଣି_ହେବ_ସିଧା_ପ୍ରସାରଣ।
ଏନେଇ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁ ମାମଲା ଟେଲିକାଷ୍ଟ କରାଯିବ ଏବଂ କେଉଁ ମାମଲାର କରାଯିବ ନାହିଁ ସେ ସମ୍ପର୍କରେ ସୂଚନା ଦିଆଯାଇଛି । ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରେସେଡିଂ ରୁଲ ୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଛି । ଲାଇଭ୍ ଟେଲିକାଷ୍ଟ ପାଇଁ ଏକ ୱେବ୍ ପୋର୍ଟାଲ ଜାରି କରାଯିବ
#ArgusNews #Odisha #ArgusNewsTV #Highcourt #Livetelicast #Cuttack