୨୦୧୭ ମସିହାର ଏକ ହାଜତ ମୃତ୍ୟୁ ମାମଲାରେ ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୪ ଜଣ ପୁଲିସଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ପୁଲିସ ଷ୍ଟେସନର ତତ୍କାଳୀନ ଆଇଆଇସି, ତତ୍କାଳୀନ ଏସଡ଼ିପିଓ, ତତ୍କାଳୀନ ଦୁଇ ଏସଆଇଙ୍କ ନାମରେ ମାମଲା ରୁଜୁ ହୋଇଛି
#koraput #jaypore #odishapolice #custodialdeath #crimebranch #ArgusNews