ପରିବାରର ଆକଟ ସତ୍ତ୍ୱେ ଥାନାରେ ହାତକୁ ଦି ହାତ ହୋଇଛନ୍ତି ପ୍ରେମୀ ଯୁଗଳ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ । ଏଠି ବେଦୀ ନାହିଁ କି ହୋମ କୁଣ୍ଡ ନାହିଁ । ହେଲେ ମିଳନ ହେଉଛି ଦୁଇଟି ମନର । ଦୁଇଟି ହୃଦୟର ।
#subarnapur #love #marriage #police #Odisha #ArgusNews