ଡାକ୍ତରଖାନା ନିର୍ମାଣ ହୋଇଥିଲା ୫୨ ବର୍ଷ ତଳେ । ଖାଲୁଆ ଜମିରେ ଥିବା ଏହି ଡାକ୍ତରଖାନାକୁ ସଂଯୋଗ ପାଇଁ କିନ୍ତୁ ନ ଥିଲା ସଡ଼କ । ପାଣି କାଦୁଅରେ ରୋଗୀ ଓ ସମ୍ପର୍କୀୟ ମେଡିକାଲକୁ ଆସୁଥିବା ସମସ୍ତେ ଦେଖୁଥିଲେ ହେଲେ ସମାଧାନ ହେଉନଥିଲା ସଡକ ନ ଥିବାର ସମସ୍ୟା । ଶେଷରେ ଗାଁର ପୁଅ ଡାକ୍ତର ବିଚିତ୍ରାନନ୍ଦ ମିଶ୍ର ନିଜ ହାତରୁ ୧ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଦେଲେ ରାସ୍ତା
#GoodNews #Bhadrak #Tihidi #HospitalRoad #Doctor #BichitranandaMishra #sociaservice #Odisha #ArgusNews