ଆଠଗଡ଼ ବନଖଣ୍ଡ ବାଇସିଙ୍ଗା ଅଞ୍ଚଳରେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ୫ ଜଣ ଅଟକ । ତଦନ୍ତ ଜାରି ରଖିଛି ବନବିଭାଗ । ହାତୀକୁ କିଏ ମାରିଲା ଗୁଳି? ଦାନ୍ତ ପାଇଁ ଦନ୍ତାକୁ କଳାଯାଇଥିଲା କି ଗୁଳି ?
#Cuttack #Narasinghpur #Elephant #Deathcase #DFO #ArgusNews