ବାଲେଶ୍ଵର ଜିଲ୍ଲା,କୁଳଡିହା ଅଭୟାରଣ୍ୟ ଅଧିନ ମଙ୍ଗଳପୁର ବିଟର ହାତୀଖୁଲିଆ ସେକ୍ସନ ନିକଟରେ ମାଈ ହାତୀ ର ମୃତ ହୋଇଥିଲେ ମଧ୍ୟ ଗଣମାଧ୍ୟମକୁ ନ ଜଣାଇବାକୁ ଚାଲିଥିଲା ପ୍ରୟାସ । ଘଟଣା କିପରି ଚପାଜିବ ବନ ବିଭାଗର ଅଧିକାରୀ ଲାଗିପଡିଲେ, ହାତି ର ମୃତ ଦେହ ପଡୁଥିବା ବେଳେ ଆମ ଅର୍ଗସ କେମେରା ଦେଖି କର୍ମ ଚାରି ଛତ୍ର ଭଙ୍ଗ ଦେଇ ଥିଲେ l ବାସ୍ତବ ରେ ହାତୀ ମଲା କେମିତି ଶିକାରୀ ମାରିଲେ ନା କେମିତି ମଲେ ତାହା ଉଚ୍ଚସ୍ତରିୟ ତଦନ୍ତ ହେବ କି ?
#elephant #Baleshwar #involved #Sanctuary #Kuldiha #ForestDepartment #Odisha #ArgusNews