ବଲାଙ୍ଗୀର ଜିଲ୍ଲାର ଛେଲିଆ ପାଟ ଜଙ୍ଗଲରୁ ୪୦ରୁ ୫୦ଟି ହାତୀ ଆସିଥିବା ଜଣାପଡିଛି । ଗାଇସିଲାଟ ବ୍ଲକ ରାଇସଲ ପଦର ପଞ୍ଚାୟତ ଅମଳିପାଲି ଗାଁର ଦୀନବନ୍ଧୁ ସାହୁଙ୍କ ପାଳ ଘର ଭାଙ୍ଗିବା ସହିତ ଖଳାରେ ଥିବା ଧାନକୁ ଫିଙ୍ଗି ରାସ୍ତା କଡ଼ରେ ପକାଇଥିଲେ
#bolangir #chheliapat #elephantterror #ArgusNews
Be the first to know any news. You will get latest stories and video updates through the day. You can turn them off anytime.