#ହାତୀ_ପାଇଁ_ରାତି_ଉଜାଗର
#ଉଡିଗଲାଣି_ଚାଷୀଙ୍କ_ନିଦ
ଚାରିଆଡେ କିଟ୍ କିଟ୍ ଅନ୍ଧାର । ଟର୍ଚ୍ଚ ଲାଇଟରେ ଚାଲିଛି ବାଜା ବଜା, ବାଣ ଫୁଟା । ଆଉ ଭୟରେ ଧାଉଁଛନ୍ତି ହାତୀପଲ । ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସୁର ବନାଞ୍ଚଳ ମୁଜାଗଡ ଅଞ୍ଚଳର । ଯେଉଁଠି ହାତୀ ପାଲଟିଛି ଚାଷୀ ମୁଣ୍ଡ ବିନ୍ଧାର କାରଣ । ଏଠି ରାତି ହେଲେ ଆଉ ଚାଷୀଙ୍କ ନିଦ ଲାଗୁନି ।
#Ganjam #Bhanjanagar #Elephant #Farmer #Odisha #ArgusNews