#ହାତ_ନାହିଁ_କିନ୍ତୁ_ଆଙ୍କନ୍ତି_ଚିତ୍ର
୨୦୧୨ ମସିହାର ଟ୍ରେନ ଦୁର୍ଘଟଣାରେ ପ୍ରଭାକର ପ୍ରଧାନ ଓରଫ କାହ୍ନା ହରାଇଥିଲେ ଦୁଇ ହାତ ଏବଂ ଗୋଟିଏ ଗୋଡ଼ । ତଥାପି ତାଙ୍କର ଛାଡିନି ଚିତ୍ର କରିବା ନିଶା । ଆସନ୍ତୁ ଦେଖିବା ଦୃଢ ମନୋବଳରେ ରଙ୍ଗୀନ ଏହି ଚିତ୍ରକରଙ୍କ ଜୀବନ କାହାଣୀ ।
#painter #Odisha #ArgusNews #kanha #PravakarPradhan