#ହାରିବାରେ_ଜିତିବା_ଦେଖିଲେ_ପ୍ରଧାନମନ୍ତ୍ରୀ
#ବ୍ରୋଞ୍ଜ_ପାଇଁ_ବ୍ରିଟେନଠୁ_ହାରିବା_ପରେ_ଖେଳାଳିଙ୍କ_ମନୋବଳ_ବଢାଇଲେ_ମୋଦି
ହାରିବା ପରେ ମିଳିଲା ଦେଶର ପ୍ରଧାନମନ୍ତ୍ରୀଙ୍କଠୁ ଆଶ୍ବାସନା । ବ୍ରିଟେନଠୁ ବ୍ରୋଞ୍ଜ ମୁକାବିଲା ହାରିବା ପରେ ଆସିଥିଲା ମୋଦିଙ୍କ କଲ୍ । ଖେଳାଳିଙ୍କ ମନୋବଳ ବଢାଇବା ସହ ମହିଳା ହକି ଟିମର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ମୋଦି । ପଦକ ନ ଜିତିଥିଲେ ବି ହୃଦୟ ଜିତିପାରିଛନ୍ତି । ପରାଜୟରେ ନିରାଶ ନ ହୋଇ ଆଗକୁ ବଢ଼ିବାକୁ ମନ୍ତ୍ର ଦେଇଥିଲେ ମୋଦି ।
#ArgusNews #Odisha #TokyoOlympics #TokyoOlympics2020 #IndiaHockeyTeam #HockeyIndia #WomenHockeyTeam