#ହାରିଲା_କରୋନା_ଜିତିଲେ_ଆରତ
କୋଭିଡକୁ ପରାସ୍ତ କରି ସୁସ୍ଥ ହେଲେ ୪୦ ବର୍ଷୀୟ ଆରତ ସେଠୀ । ବେଶ ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରୀ ଟିମର ନିରବଚ୍ଛିନ୍ନ ପ୍ରୟାସ ଯୋଗୁ ସେ କରୋନା ମୁକ୍ତ ହୋଇଛନ୍ତି ।
#covid19 #coronavirus #aartsethi #SUMHospital #treatment #Odisha #ArgusNews