ଅଢେଇ ବର୍ଷର ଶିଶୁ, ହେଲେ ଭୋଗୁଛି ଅସହ୍ୟ ଯନ୍ତ୍ରଣା । ଖେଳିବା ବୁଲିବା ବୟସରେ ତାକୁ ଏମିତି ରୋଗ ଗ୍ରାସ କରିଛି ଯେ, ବାପା ମାଆ ଦୁହେଁ ଏକଦମ ଭାଙ୍ଗି ପଡିଛନ୍ତି । ପୁଅ କଷ୍ଟକୁ ସହି ନପାରି କାନ୍ଦି ପକାଉଛନ୍ତି ।
#Mayurbhanj #Children #healthproblem #treatment #Odisha #ArgusNews