ହାସ୍ୟ ଅଭିନେତା ଯୋଗେଶ ଯୋଯୋ ଙ୍କୁ ବନ୍ଧୁକ ଦେଖାଇ ଅପହରଣ ସହ ନିସ୍ତୁକ ମାଡ ମାରିଲେ । ଯୋଗେଶ ଯୋଯୋ କାନ୍ଧି କାନ୍ଧି ନିଜ ୟୁଟ୍ୟୁବ ଚାନେଲରେ ଏକ ଭିଡିଓ ପୋଷ୍ଟ କରି ସବୁ ବଖାଣିଛନ୍ତି ।
#Comedian #Yogeshjojo #Youchannel #Videopost #Kidnapping #Gun #Sambalpur #ArgusNews #Odisha