ହିତାଧିକାରୀଙ୍କ ପାଖରେ ଅପହଞ୍ଚ ସରକାରଙ୍କର ମାଳ ମାଳ ଯୋଜନା । ସମସ୍ତ କଚ୍ଚା ଘରକୁ ପକ୍କା କରାଯାଉଛି କହି ନିଜର ପବ୍ଲିସିଟି କରୁଛନ୍ତି ସରକାର। କିନ୍ତୁ ରାଜ୍ୟର ଯୋଗ୍ୟ ହିତାଧିକାରୀ ଘର ଖଣ୍ଡିଏ ନପାଇ ଝାଟିମାଟିର ଘରେ ଦିନ କାଟୁଛନ୍ତି
#ArgusNews #Odisha #Kantabanjhi #GovtAbasyojana #GovtAbasyojanaFailed #PoorPeople