#ହିତାଧିକାରୀଙ୍କ_ରାସନକାର୍ଡରେ_ଚଞ୍ଚକତା_ଅଭିଯୋଗ
ଜଣଙ୍କ ରାସନ କାର୍ଡକୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଲେ ସମିତି ସଭ୍ୟ। ରାସନ କାର୍ଡକୁ ନେଇ ଏମିତି କିଛି ଚଞ୍ଚକତା ସୃଷ୍ଟି ହୋଇଛି ବାଲେଶ୍ୱର ରସାଳପୁରର ଚଣ୍ଡୀପୁର ଗ୍ରାମର ବୃଦ୍ଧା ମହିଳା ସୁବସିନୀ ବେହେରାଙ୍କ ସହ।
#ArgusNews #ArgsuNewsTv #Odisha #Balasore #Ratiocard_Corruption