#ହିନ୍ଦୁ_ନେତାମାନଙ୍କୁ_ମାରିବା_ପାଇଁ_କରାଯାଇଥିଲା_ଷଡଯନ୍ତ୍ର
ଦକ୍ଷିଣ ଭାରତରେ ‘ଇସଲାମୀ କାଲିଫେଟ ’ ପାଇଁ ଆତଙ୍କବାଦୀଙ୍କ ପ୍ରୟାସ I ଅଲ ହିନ୍ଦ ମଡ୍ୟୁଲର ଆଇଏସଆଇଏସ ଆତଙ୍କବାଦୀ ମାନଙ୍କ ଦ୍ୱାରା କରା ଯାଉଥିଲା ଚେଷ୍ଟା I ହିନ୍ଦୁ ନେତା ମାନଙ୍କୁ ମାରିବା ପାଇଁ କରା ଯାଇଥିଲା ଷ଼ଡଯନ୍ତ୍ର I
#Islamabad #hinduism #hindu #ISI #terrorists #ArgusNews