ବଲାଙ୍ଗୀର ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ଠାରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଗୌରବ ଅନୁଭବକରି ବିଶ୍ବର ଆଦ୍ୟଧର୍ମ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ମୁସଲମାନ ଯୁବକ। ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ୨୭ ବର୍ଷିୟ ଯୁବକ ଅନିସ୍ ଅଖତାର ସ୍ବଇଛାରେ ବୈଦିକ ରୀତିନୀତି ଅନୁସାରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି
#bolangir #muslimyouth #convorted #hindu #religion #ArgusNews