ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରର କ୍ଷମତା 630 ଫୁଟ ହୋଇଥିବା ବେଳେ ବନ୍ୟାଜଳ 628.33 ଫୁଟରେ ପହଁଞ୍ଚିଛି।
#HirakudDam #Sambalpur #Odisha #ArgusNews