ଓଡିଶାର ବନ୍ୟା ବିଭୀଷିକାରୁ ଆରମ୍ଭ କରି ହୀରାକୁଦ ବନ୍ଧର ଜଳ ପରିଚାଳନା ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ସାଂଘାତିକ ଅଣଦେଖା । ହାତରେ ଆଉ ମାତ୍ର ୧୫ ଦିନ ସମୟ ବାକି ଥିବା ବେଳେ ବାରମ୍ବାର ପତ୍ର ସତ୍ତ୍ଵେ ଛତିଶଗଡ ସରକାର ସଂପୂର୍ଣ ନିରବ ରହିଛନ୍ତି ଏ ନେଇ ଓଡିଶା ୱାଟର ଇନିସିଏଟିଭ ସଂଯୋଜକ ରଞ୍ଜନ ପଣ୍ଡା କଣ କହୁଛନ୍ତି ଶୁଣନ୍ତୁ
#Sambalpur #HirakudDam #chatisgarh #OdishaGovt #Odisha #ArgusNews