ହୀରାକୁଦ ଜଳଭଣ୍ଡାରର ରାଇଟଡ଼ାଇକ ଜିରୋ ପଏଣ୍ଟ ଅଞ୍ଚଳରେ ହାତୀପଲ । ବିଳମ୍ବିତ ରାତିରେ 13ଟିକିଆ ହାତୀପଲ ଏହି ଅଞ୍ଚଳକୁ ଆସିଥିବା ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ଜିରୋ ପଏଣ୍ଟ ଅଞ୍ଚଳକୁ ସାଧାରଣ ଲୋକ ଯିବାକୁ ବାରଣ ।
#Sambalpur #Hirakud #Elephant #ForestDepartment #Odisha #ArgusNews