ହୀରାକୁଦ ବିସ୍ଥାପିତ ହେବାର 64 ବର୍ଷ ପରେ ବି ମିଳୁନି ନ୍ୟାୟ । କୁଆଡେ ଗଲା ବିସ୍ଥାପିତ ପରିବାରର 10 ଡ଼ିସିମିଲ ଜମି । ଆଜି ବିସ୍ଥାପିତ ପରିବାର ସଦସ୍ୟମାନେ ଏକତ୍ରିତ ହୋଇ ସମ୍ବଲପୁର ଆର ଡି ସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ
#ArgusNews #Odisha #ArgusNewsTV #Sambalpur #Hirakud #LandIssue #RDC