ରାସ୍ତା ଉପରେ ହଠାତ ହୁତୁ ହୁତୁ ହୋଇ ଜଳିଗଲା ବାଇକ,ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡ଼ ବଜାର ପୋଲ ଉପରେ ହଠାତ ନିଆଁ ଲାଗି ଜଳିଗଲା ବାଇକ । ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ବର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
#ArgusNews #Odisha #baleswar #bikefire #fireman #stopfire #shortcircuit