କଅଁଳ ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ସୂର୍ଯ୍ୟକାନ୍ତ। ଅଭାବ ଅନଣ୍ଟନ ଭିତରେ ସୂର୍ଯ୍ୟକାନ୍ତଙ୍କ ବାପା ସେଲୁନରୁ ଦୁଇ ପଇସା ରୋଜଗାର କରି କିଛି ଅର୍ଥ ସହଯୋଗ ଲୋଡ଼ି ପ୍ରଥମ ଅସ୍ତ୍ରପ୍ରଚାର କରିଥିଲେ ସତ। ହେଲେ ଅସ୍ତ୍ରୋପଚାରରେ ଏତେଟା ସଫଳ ମିଳିଲା ନାହିଁ ଧୀରେ ଧୀରେ ପୂର୍ବ ଭଳି ଯନ୍ତ୍ରଣା କଷ୍ଟ ଫେରି ଆସିବା ପରେ କଷ୍ଟ ଭୋଗୁଛି ସୂର୍ଯ୍ୟକାନ୍ତଙ୍କ ସହ ପୁରା ପାରିବାର।
#Jajpur #suryakant #7thclass #Student #hartprobleme #Odisha #ArgusNews