ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ କଂସର, ଢୋଲପଡା ପଂଚାୟତ ପରିଦର୍ଶନ କରିଥିଲେ । ଗୋହିରା ଡ୍ୟାମରେ ପାଣି ନଥିବା ଦେଖି ଚିନ୍ତା ପ୍ରକଟ କରିଥିଲେ ।ଡ୍ୟାମର ଚିତ୍ର ହିଁ ଦେବଗଡ଼ ଜିଲ୍ଲାର ମରୁଡି ପରିସ୍ଥିତିର ପ୍ରକୃତ ସ୍ଥିତି ବୁଝାପଡୁଥିବା ପ୍ରକାଶ କରିବା ସହ ରାଜ୍ୟ ସରକାର ଅବିଳମ୍ବେ ଜିଲ୍ଲାକୁ ମରୁଡି ଘୋଷଣା କରିବାକୁ ହେମାନନ୍ଦ ବିଶ୍ବାଳ ଦାବୀ କରିଛନ୍ତି
#Deogarh #GohiraDam #HemanandaBiswala #odisha #ArgusNews