ହୋଲଡିଂ ଟ୍ୟାକ୍ସ ପରେ ଏବେ ପୁରୀବାସୀଙ୍କ ପାଇଁ ପରିମଳ ଶୁଳ୍କ ବୋଝ । ଏଣିକି ପୌରସଂସ୍ଥାକୁ ଘରର ଅଳିଆ ସହିତ ଦେବାକୁ ପଡ଼ିବ ଟଙ୍କା । ନଭେମ୍ବର ୧୦ରୁ ମାସିକ ପରିମଳ ଶୁଳ୍କ ଆଦାୟ ପାଇଁ ପୌରସଂସ୍ଥା ପକ୍ଷରୁ ନୋଟିସ ଜାରି ହୋଇଛି । ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକର ଆକାରକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମାସିକ ୨୫ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁଜର୍ସ ଫି ଧାର୍ଯ୍ୟ କରାଯାଇଛି
#Puri #Municipality #HoldingTax #Odisha #ArgusNews