ୟଶ୍ ମୁକାବିଲା ପାଇଁ ଓଡିଶାକୁ ମିଳିଲା 500 କୋଟିର ସହାୟତା।
ପ୍ରଧାନମନ୍ତ୍ରୀ ସମୀକ୍ଷା କରି ଯିବାର ମାତ୍ର କେଇ ଘଣ୍ଟା ଭିତରେ 500 କୋଟିର ସହାୟତା ଘୋଷଣା କରିଥିଲେ କେନ୍ଦ୍ର ସରକାର। ତେବେ ମହାମାରୀ ଯୋଗୁ କେନ୍ଦ୍ର ପାଖରୁ ତୁରନ୍ତ ସହାୟତା ଦାବି କରି ନଥିଲେ ରାଜ୍ୟ ସରକାର।
#ArgusNews #Odisha #ArgusNewsTV #Cyclone_Yass Narendra Modi