ୟଶ୍ ର ତାଣ୍ଡବରେ ନଷ୍ଟ ହୋଇଗଲା ଏକରଏକର ଡାଳୁଅ ଧାନ । ନଷ୍ଟ ହୋଇଗଲା ଚାଷୀର ବର୍ଷକର ପରିଶ୍ରମ । ଆଉ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରୁ ଦେଖିବା ରିପୋର୍ଟ । ଚାଷୀଙ୍କ ଉପରେ ୟଶ୍ ମାଡ ।
#ArgusNews #ArgusTv #Odisha #Kendrapada #Farmers
Be the first to know any news. You will get latest stories and video updates through the day. You can turn them off anytime.