ପରୀକ୍ଷାକୁ ନେଇ UGC ର ନିଦ ଭାଙ୍ଗିଲା । ୨୦୨୦-୨୧ ଶିକ୍ଷାବର୍ଷର ୟୁଜି-ପିଜି ଶେଷ ସେମିଷ୍ଟାର ପରୀକ୍ଷା ଏବଂ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି ୟୁଜିସି | ୩୧ ଅଗଷ୍ଟ ସୁଦ୍ଧା ଶେଷ ସେମିଷ୍ଟାର ପରୀକ୍ଷା ଗୁଡିକ ସାରିବାକୁ କୁହାଯାଇଛି।
#ArgusNews #Odisha #ArgusNewsTv #Bhubaneswar #ugcguideline