#ୟୁଟ୍ୟୁବ_ପାଠ_ପଢା_ସାତସପନ !
କେନ୍ଦୁଝର ଜିଲ୍ଲା ଖଣି ପ୍ରବଣ ଯୋଡ଼ା ବ୍ଲକ ଅନ୍ତର୍ଗତ କାରାଖେଣ୍ଡରା ପଂଚାୟତର ଖଣି ପ୍ରଭାବିତ ଆଦିବାସୀ ବହୁଳ ଗାଁ ଶଙ୍ଖଝରରେ ସ୍ୱାଧୀନତାର ୭୪ ବର୍ଷ ପରେ ବିଦ୍ୟୁତ ସଂଯୋଗ ହୋଇଥିଲେ ହେଁ ମାସେ ପରେ ଟ୍ରାନ୍ସଫର୍ମର ପୋଡି ଯାଇଛି କହି ବିଦ୍ୟୁତ ବିଭାଗ ପକ୍ଷରୁ ୨୦ ହଜାର ଟଙ୍କା ଦାବି । ଅନ୍ଧକାରରେ ଗ୍ରାମବାସୀ ନାହିଁନଥିବା ଅସୁବିଧା ଭୋଗ କରୁଥିବାବେଳେ ସରକାରଙ୍କ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ପ୍ରହସନ ପାଲଟିଛି
#ArgusNews #Odisha #ArgusNewsTV #Keonjhar #JodaBlock #Electriccity #OnlineEducation #tpdcol