#ୟୁପିରେ_ଶାନ୍ତି_ଶୃଙ୍ଖଳାର_ସହ_ଶେଷ_ହେଲା_ପ୍ରଥମ_ପର୍ଯ୍ୟାୟ_ମତଦାନ
୧୧ଟି ଜିଲାର ୫୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଜାଇଛି । ସମଯ ଶେଷ ସୁଦ୍ଧା ୬୦ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା । ଏହି ପର୍ଯ୍ୟାୟରେ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ଭୋଟର ।
#Election2022 #UPElection #voteday #vote #Candidet #Odisha #ArgusNews