ପ୍ରବାସକୁ କାମ କରିବାକୁ ଯାଇ ହଜି ଯାଇଥିବା ପୁଅ ଘରକୁ ଫେରିଛି । ଫେରିବାର ଆଶା ଛାଡିଦେଇଥିବା ବାପା ମା' ୧୦ ବର୍ଷ ପରେ ପୁଅକୁ ପାଇବା ପରେ ଖୁସିରେ ହୋଇଛନ୍ତି ଆତ୍ମହରା । ଗାଁର ପୁଅ ଗାଁକୁ ଫେରି ଆସିଥିବାରୁ ନାଚଗୀତ ଓ ଶୋଭାଯାତ୍ରା କରି ପାଛୋଟି ନେଇଛନ୍ତି ଗ୍ରାମବାସୀ ।
#GoodNews #Sambalpur #Kuchinda #missingson #returning #village #happyfamily #ArgusNews