ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥିର ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ସେହିପରି ଆଗାମୀ ୧୦ଦିନ ମଧ୍ୟରେ ଲାଗ ଲାଗ ଆଉ ୨ଟି ଲଘୁଚାପ ଓଡିଶା ଉପକୂଳ ମୁହାଁ ହେଉଛି । ଫଳରେ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟରେ ଭାରି ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
#Odisha #HeavyRain #ArgusNews #DeepDepressionWeather #Weather #IMDIndia #IndianMeteorologicalDepartmentOdisha #IndianMeteorologicalDepartment