#ଆମ୍ବୁଲାନ୍ସରେ_ଭୂତ_ରୋଗୀ
ଏହି ଭଳି ଭୂତ ରୋଗୀ ନେଉଥିବା ୧୦୮ ଆମ୍ବୁଲାନ୍ସ ବାହାରି ଥିଲା ତିଗିରିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରୁ । ଖାତା କାଗଜରେ ରୋଗୀ ଥିଲେ । ହେଲେ ଆମ୍ବୁଲାନ୍ସ ଭିତର ଖାଲି । ବେଶ କିଛି ବୁଲା ବୁଲା କରି ଆମ୍ବୁଲାନ୍ସ ପହଞ୍ଚିଲା ନରସିଂହପୁର ଡାକ୍ତରଖାନାରେ ଏହି ଭୂତ ରୋଗୀ ପରିବହନ କଏଦ ହେଲା ଅର୍ଗସ ନ୍ୟୁଜ କ୍ୟାମେରାରେ
#Cuttack #Ambulance #FakeCall #Odisha #ArgusNews