ବୌଦ୍ଧ-କିଆକଟା ମହାନଦୀ ସେତୁ ଉପରେ ଗତକାଲି ସନ୍ଧ୍ୟାରେ କାର ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟ ହୋଇଥିବା ବେଳେ ବାଇକରେ ବସିଥିବା ମହିଳା ଜଣଙ୍କ ନିଖୋଜ ହୋଇଥିଲେ । ଅନ୍ୟପଟେ କାର ଚାଳକ ଫେରାର ହୋଇଯାଇଛନ୍ତି । ଘଟଣାକୁ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ବି ମହିଳାଙ୍କ ପତ୍ତା ମିଳୁନି
#Boudh #Kiakata #Accident #Missing #MahanadiBridge #ODRAF #fireman #Odisha #ArgusNews