ଆମେରିକା କଂଗ୍ରେସନାଲ ରିପୋର୍ଟରେ ବଡ ଖୁଲାସା । ୧୨ କୁଖ୍ୟାତ ଆତଙ୍କବାଦୀ ସଂଗଠନର ଚରାଭୂଇଁ ପାକିସ୍ତାନ । ୧୯୮୦ ରୁ ଅଛନ୍ତି ସକ୍ରିୟ । ଭାରତରେ ଆତଙ୍କ ସୃଷ୍ଟି ପାଇଁ ନିୟୋଜିତ ୫ ସଂଗଠନ ।
#Pakistan #terrorist #organizations #CongressionalResearchServices #America #meeting #National #ArgusNews