ଘର ଭିତରୁ ବାହାରିଲା ୧୨ ଫୁଟିଆ ଅହିରାଜ ସାପ । ନୀଳଗିରି ବନ ବିଭାଗ ଅଧିନ ପୋଡ଼ାଶୁଳ ଗ୍ରାମର ବୀର ଚନ୍ଦ୍ର ଦାସ ଙ୍କ ଘରକୁ ବେଙ୍ଗ ଖାଇବାକୁ ପ୍ରବେଶ କରିଥିଲା । ଖାଦ୍ୟ ଅନ୍ୱେଷଣରେ କୁଳଡିହା ଅଭୟାରଣ୍ୟରୁ ଖସି ଆସିଥିବା ସୂଚନା
#ArgusNews #Odisha #ArgusNewsTV #Snake_rescued #Nilagiri