କପାଳି ନଦୀ ସଂସ୍କାରକୁ ପୁରିଲାଣି ୧୩ ବର୍ଷ । ଜମିହରାଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ କ୍ଷତିପୂରଣ । ଦିର୍ଘ ୧୩ ବର୍ଷ ପରେ ବି ୯ଟି ଗ୍ରାମର କ୍ଷତିଗ୍ରସ୍ତମାନେ କ୍ଷତିପୂରଣ ପାଇବାରୁ ବଞ୍ଚିତ । ଭଦ୍ରକ ଜିଲ୍ଲା ଧାମନଗରରୁ ଦେଖିବା ଏହି ରିପୋର୍ଟ
#bhadrak #kapaliriver #landless #protest #ArgusNews