ଯାଜପୁର ଟାଉନ ଥାନା ସନ୍ଥମାଧଵ ଅଞ୍ଚଳର ଚନ୍ଦ୍ରମଣି ବଳଙ୍କ ଘରୁ ୧୩ ଲକ୍ଷ ୧୭ହଜାର ୫ଶହ ଜାଲ ନୋଟ୍ ଜବତ । ଶହେ ଟଙ୍କିଆ, ଦୁଇଶହ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟ ଜବତ । ମଙ୍ଗଳପୁର ଥାନା ଅନ୍ତର୍ଗତ ଛଂଚିନା ଗ୍ରାମର ବ୍ୟକ୍ତି ବୋଲି ଜଣା ପଡ଼ିଛି । ଶାନ୍ତନୁ ପତି ନାମକ ଘରେ ଏହି ବ୍ୟକ୍ତି ଭଡା ରହୁଥିଲେ ।
#Jajpur #DuplicateNotesseized #MangalpurPolice #Odisha #ArgusNews